ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ

ଖୋଜ ଫଳାଫଳ

୨୭ ଟି ମିଳିଲା
ବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠିପାଣିପାଗ

ବଙ୍ଗୋପସାଗରରେ ଘନଉଛି ବିପଦ ! ସମ୍ଭାବ୍ୟ ବାତ୍ୟାକୁ ନେଇ SRCଙ୍କ ଆଲର୍ଟ, ସବୁ ଜିଲ୍ଲାପାଳଙ୍କୁ ଚିଠି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

୨ ଦିନ ପୂର୍ବେ୮୮
ପୋଲିସ୍ ଲାଇନ୍ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି-୨୦୨୬ ଉଦ୍‌ଯାପିତଶିକ୍ଷା ଭିଡିଓ

ପୋଲିସ୍ ଲାଇନ୍ କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି-୨୦୨୬ ଉଦ୍‌ଯାପିତ

ଢେଙ୍କାନାଳରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ ଶିଶୁ ମହୋତ୍ସବ, ବିଭିନ୍ନ ପ୍ରତିଯୋଗିତାରେ ଚମକିଲେ ଛାତ୍ରଛାତ୍ରୀଢେଙ୍କାନାଳ ସଦର ବ୍ଲକ୍‌ର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ କାଠଗଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏହି…

୧୫ ଅକ୍ଟୋବର ୨୦୨୬୩