ଅପରାଧମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗିରଫ!
କୁଖ୍ୟାତ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉଙ୍କୁ ବଡ଼ ଝଟକା, ଗିରଫ କଲା ପୋଲିସ
ଅପରାଧକୁଖ୍ୟାତ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉଙ୍କୁ ବଡ଼ ଝଟକା, ଗିରଫ କଲା ପୋଲିସ
ରାଶିଫଳଆଜି କାହାର ଚମକିବ ଭାଗ୍ୟ? ଜାଣନ୍ତୁ ୧୨ ରାଶିର ରାଶିଫଳ!
ପାଣିପାଗତିବ୍ଦତରେ ପୁଣି ଭୂକମ୍ପ ଝଟକା, ୪.୫ ତୀବ୍ରତାରେ ଥରିଲା ଅଞ୍ଚଳ
ପାଣିପାଗଆଜି ଅବପାତ, କାଲି ତୀବ୍ର ଅବପାତ; ୨୮ ସକାଳେ ଉପକୂଳ ଛୁଇଁବା ସମ୍ଭାବନା!
ପାଣିପାଗବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ସତର୍କତା ଜାରି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି SRC ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ଆଲର୍ଟ କରିଛନ୍ତି । ଲଘୁଚାପଟି ଘନୀଭୂତ ହୋଇ ୨୬ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
ବ୍ୟବସାୟ ଭିଡିଓମାସକରେ ୫% ଖସିଲା ସୁନା ଦର, ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି!
ଟେକ୍ନୋଲୋଜିଆରବିଆଇର ନୂଆ ଡାଟା ସେଣ୍ଟର, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଆନ୍ତର୍ଜାତିକଆମେରିକା ଓ ଇରାନ ଯୁଦ୍ଧକୁ ଏବେ ୮ ମାସ ପୁରିଛି। ଇରାନର ଶକ୍ତି ଭିତ୍ତିଭୂମି ଓ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାକୁ ସବୁଠୁ ବଡ଼ ଅଣ-ପରମାଣୁ ବୋମା ପକାଇବାକୁ ଆମେରିକା ଯୋଜନା କରୁଛି। ଏହି ବୋମା ‘ମଦର ଅଫ ଅଲ ବମ୍ବସ୍’ ଭାବେ ମଧ୍ୟ ଜଣାଯାଏ।
ରାଜନୀତି ଭିଡିଓଆଳି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସମସ୍ତ ପଦବୀରେ ବିଜେଡିର ବାଜିମାତ୍
ବ୍ୟବସାୟ ଭିଡିଓବୌଦ୍ଧରେ କୃଷକଙ୍କ ତାଲିମ ଶିବିର, ଆଧୁନିକ ଚାଷ ଓ ଆୟ ବୃଦ୍ଧି ଉପରେ ଗୁରୁତ୍ୱକୃଷକଙ୍କ ଆର୍ଥିକ ଉନ୍ନତି ସହ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚାଷକୁ ଅଧିକ ଲାଭଜନକ କରିବା ଲକ୍ଷ୍ୟରେ ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନ
ରାଜନୀତି ଭିଡିଓକଳିଙ୍ଗନଗରରେ ଶିଳ୍ପ ବିକାଶର ନୂଆ ଅଧ୍ୟାୟ, ୩୯,୩୮୭ କୋଟି ଟଙ୍କାର ପ୍ରକଳ୍ପରୁ ୪୨ ହଜାରରୁ ଅଧିକ ନିଯୁକ୍ତି ଆଶା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଆୟୋଜିତ ହୋଇଛି ଏକ ବଡ଼ ଶିଳ୍ପ…
ଜାତୀୟଓଡ଼ିଶା ପାଇଁ ୧୨ ହଜାର କୋଟି ଟଙ୍କାର ବିଶେଷ ପ୍ୟାକେଜ ଘୋଷଣା।